HOME ODISHA PRIDE

Tuesday, June 4, 2019

thumbnail

Himalaya Darshan

Art By Pramod Kumar Panda, Baghamari, Khurda

ଲକ୍ଷ୍ୟ ଓ ଆଭିମୁଖ୍ୟ :

ଓଡିଶାର କଳା, କାରିଗରୀ ଓ ସଂସ୍କୃତିର ମହକ ସମଗ୍ର ବିଶ୍ଵବାସୀଙ୍କୁ ବିମୋହିତ କରେ । କଳା କାରିଗରୀ କ୍ଷେତ୍ରରେ ଲୁଚି ରହିଥିବା ବଣମଲ୍ଲୀ ମାନଙ୍କୁ ଖୋଜି ବାହାର କରିବାର ପ୍ରୟାସରେ ଆଜି ଅଣ୍ଟା ଭିଡିଛି ବଣମଲ୍ଲୀର ମହକ । ଓଡିଆ ସାହିତ୍ୟ ତଥା ସଂସ୍କୃତିକୁ ବିଶ୍ଵ ବିଦିତ କରିବାର ଅଭିନବ ଯାତ୍ରା, ଓଡିଆ ବ୍ୟକ୍ତିତ୍ଵ ଓ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାର ଉତ୍ସର୍ଗୀକୃତ ପ୍ରୟାସରେ ଆଜି ବଣମଲ୍ଲୀର ମହକ ଦଣ୍ଡାୟମାନ ।

2 Comments

avatar

ବହୁତ ସୁନ୍ଦର

Reply Delete
avatar

ଆପଣଙ୍କ ଶିଳ୍ପୀ ଚାତୁରୀକୁ ଅଜସ୍ର ପ୍ରଣାମ ମହୋଦୟ

Reply Delete